ଅକ୍ଷେତ୍ର Akshetra
- ସଂ. ବି. (ଅ+କ୍ଷେତ୍ର) — ଶସ୍ୟୋତ୍ପାଦନାର୍ଥ ଅନୁପଯୁକ୍ତ ଭୂମି — Land unfit for production of crops
- ସଂ. ବି. (ଅ+କ୍ଷେତ୍ର) — ଅତି ନିକୃଷ୍ଟ କ୍ଷେତ୍ର — Very inferior land
- ସଂ. ବି. (ଅ+କ୍ଷେତ୍ର) — ଅପାତ୍ର; ଅସତ୍ପାତ୍ର; ଦାନର ଅଯୋଗ୍ୟ ବ୍ୟକ୍ତି। — An unfit recipient
- ସଂ. ବି. (ଅ+କ୍ଷେତ୍ର) — ଅନୁପଯୁକ୍ତ ବ୍ୟକ୍ତି; ଅଯୋଗ୍ୟ ବ୍ୟକ୍ତି। — An unfit person