ଅକ୍ଷୁଧା Akshudhā

  • ସଂ. ବିଣ. ସ୍ତ୍ରୀ. (ଅକ୍ଷୁଧ+ଆ) — ଅକ୍ଷୁଧର ସ୍ତ୍ରୀଲିଙ୍ଗ। — Feminine of Akshudha
  • ସଂ. ବି. (ନଞ ତତ୍; ଅ+କ୍ଷୁଧା) — କ୍ଷୁଧାର ଅଭାବ — Want of appetite
  • ସଂ. ବି. (ନଞ ତତ୍; ଅ+କ୍ଷୁଧା) — ଖାଦ୍ୟପ୍ରତି ବିତୃଷ୍ଣା — Unwillingness for taking meal