ଅକ୍ଷୀବ Akshība

  • ସଂ. ବି. (ଅ+କ୍ଷୀବ୍ ଧାତୁ+କରଣ. ଅ) — ଅକ୍ଷିବ (ଦେଖ) — Akshiba (See)
  • ସଂ. ବିଣ. ପୁଂ. (ନଞ ତତ୍; ଅ+କ୍ଷୀବ) — ଅନୁନ୍ନତ — Not maddened
  • ସଂ. ବିଣ. ପୁଂ. (ନଞ ତତ୍; ଅ+କ୍ଷୀବ) — ଗର୍ବଶୂନ୍ୟ — Free from pride