ଅକ୍ଷୀଣ Akshīṇa
- ସଂ. ବିଣ. (ନଞ ତତ୍; ଅ+କ୍ଷୀଣ) — ଅକୃଶ — Not weak
- ସଂ. ବିଣ. (ନଞ ତତ୍; ଅ+କ୍ଷୀଣ) — ସବଳ — Strong
- ସଂ. ବିଣ. (ନଞ ତତ୍; ଅ+କ୍ଷୀଣ) — ଦୃଢ଼ — Firm
- ସଂ. ବିଣ. (ନଞ ତତ୍; ଅ+କ୍ଷୀଣ) — କ୍ଷୟଶୂନ୍ୟ — Inexhausted; not waning
- ସଂ. ବିଣ. (ନଞ ତତ୍; ଅ+କ୍ଷୀଣ) — ଯଥା ଅକ୍ଷୀଣାଙ୍କ ହୀନ ଶଶି ଯେ ଉତ୍ତରାୟଣରୁ ଦକ୍ଷିଣାବର୍ତ୍ତନ ହେବାର ଯାଏ ଆଭାସି ଯେ। ଅଭିମନ୍ୟୁ—ବିଦଗ୍ଧଚିନ୍ତାମଣି।