ଅକ୍ଷୋଭ୍ୟ Akshobhya
- ସଂ. ବିଣ. ପୁଂ. (ନଞ ତତ୍; ଅ+କ୍ଷୋଭ୍ୟ) — ଅବିଚଳିତ; ଯେଉଁ ବ୍ୟକ୍ତି ଆପଦ ବିପଦରେ କାତର ହୁଏ ନାହିଁ — Unagitated, unperturbed
- ସଂ. ବିଣ. ପୁଂ. (ନଞ ତତ୍; ଅ+କ୍ଷୋଭ୍ୟ) — ଅଧୃଷ୍ୟ — Invincible
- ସଂ. ବି. (ନାମ) ପାଞ୍ଚ ଜଣ ଧ୍ୟାନୀ ବୁଦ୍ଧଙ୍କ ମଧ୍ୟରୁ ଏକତମ। — Name of one of the five Dhyānī Buddhas