ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 5
ହର୍ମୋନ୍ ଏନ୍ଜାଇମ୍ ପରି ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ କାହିଁକି?
ହର୍ମୋନ୍ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସ୍ୟୁରେ କାର୍ଯ୍ୟ ସରିବା ପରେ ନଷ୍ଟ ହୋଇଯାଏ। ତେଣୁ ଏହା ଏନ୍ଜାଇମ୍ ପରି ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖା ବାମନତା : ଗ୍ରୋଥ୍ ହରମୋନ୍ : : ରୂପାନ୍ତରଣ :
- ଅଗ୍ନ୍ୟାଶୟର ଗଠନ ଏବଂ ଏଥିରୁ କ୍ଷରିତ ହେଉଥିବା ବିଭିନ୍ନ ହର୍ମୋନ ଓ ସେଗୁଡ଼ିକର କାର୍ଯ୍ୟ ବିଷୟରେ ଆଲୋଚନା କର।
- ସଂକ୍ଷିପ୍ତ ଟିପ୍ପଣୀ ଲେଖ । ଅକ୍ସିନ୍ର କାର୍ଯ୍ୟ
- ସଂକ୍ଷେପରେ ଉତ୍ତର ଦିଆ। ଆଇଲେଟ୍ସ୍ ଅଫ୍ ଲାଙ୍ଗର୍ହାନସ୍ କେଉଁଠି ଥାଏ ? ଏହାର କୋଷଗୁଡ଼ିକର ନାମ ଓ କାର୍ଯ୍ୟ ଲେଖା
- ଗୋଟିଏ ବାକ୍ୟରେ ଉତ୍ତର ଦିଆ । ଏସିଟିଲ୍କୋଲିନ୍ର କାର୍ଯ୍ୟ କ’ଣ ?