ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 5
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖା ବାମନତା : ଗ୍ରୋଥ୍ ହରମୋନ୍ : : ରୂପାନ୍ତରଣ :
ବାମନତା : ଗ୍ରୋଥ୍ ହରମୋନ୍ : : ରୂପାନ୍ତରଣ : ଥାଇରକ୍ସିନ୍ ହରମୋନ୍।
କାରଣ, ବାଲ୍ୟାବସ୍ଥାରେ ଗ୍ରୋଥ୍ ହରମୋନ୍ର ଅଭାବରୁ ବାମନତା ହୁଏ ଏବଂ ଥାଇରକ୍ସିନ୍ ହରମୋନ୍ ଜୀବମାନଙ୍କର ରୂପାନ୍ତରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଉଦ୍ଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ଦୁଇଟି ପ୍ରଧାନ ହରମୋନ୍ ବା ସ୍ୱତନ୍ତ୍ର ବର୍ଣ୍ଣକଣାଙ୍କ ନାମ ଲେଖ।
- ପ୍ରୋଜେଷ୍ଟିରନ୍ ହର୍ମୋନ୍ କାହିଁକି 'ଗର୍ଭାବସ୍ଥାର ହର୍ମୋନ୍' ଭାବେ କୁହାଯାଏ?
- ସଂକ୍ଷିପ୍ତ ଟିପ୍ପଣୀ ଲେଖ । ବାମନତା ଓ ଅତିକାୟତ୍ୱ
- ଗୋଟିଏ ବାକ୍ୟରେ ଉତ୍ତର ଦିଆ । ଅଗ୍ନ୍ୟାଶୟକୁ କାହିଁକି ମିଶ୍ରିତ ଗ୍ରନ୍ଥି କୁହାଯାଏ ?
- ଫାଇଟୋହରମୋନ୍ କ’ଣ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନ କରା