ସାପରାଧ Sāparādha

  • ସଂ. ବିଣ. ପୁଂ. (ସହାର୍ଥ ବହୁବ୍ରୀହି; ସ+ଅପରାଧ) — ଅପରାଧ ଯୁକ୍ତ — Offending
  • ବି. ପୁଂ — ଅପରାଧୀ — Offender