ସାପତନ Sāpatana

  • ଗ୍ରା. ବିଣ. (ସଂ. ସାପତ୍ନ୍ୟ) — ସାବତ [ଭାଇ, ଭଉଣୀ, ମାଆ] — Step (brother, sister, mother)
  • ଗ୍ରା. ବିଣ. (ସଂ. ସାପତ୍ନ୍ୟ) — [ଉ—ଗରୁଡ଼ ତ ଆମ୍ଭର ସାପତନ ଭାଇ। କୃଷ୍ଣସିଂହ, ମହାଭାରତ, ବନ।]