ସାପ ମାରି Sāpa māri

  • ଦେ. ବି. (ସଂ. ସର୍ପ+ମାରକ) — ପ୍ରସହବର୍ଗର ଦିବାଚର ଖଇରା ରଙ୍ଗର ପକ୍ଷିବିଶେଷ — The short-tailed eagle; Circaetus Gallicus
  • ଦେ. ବି. (ସଂ. ସର୍ପ+ମାରକ) — [ଦ୍ର— ଏମାନଙ୍କର ଦୈର୍ଘ୍ୟ 1 ୳ ହାତ; ମୁଣ୍ଡ ବଡ଼, ଚଞ୍ଚୁ ବଙ୍କା, ପୁଚ୍ଛ ଦୀର୍ଘ, ନଖ ଛୋଟ। ଏମାନେ ପଡ଼ିଆରେ ଥାଆନ୍ତି ଓ ସାପ ବେଙ୍ଗ ଧରି ଖାଆନ୍ତି।] — [ଦ୍ର— ଏମାନଙ୍କର ଦୈର୍ଘ୍ୟ1୳ ହାତ; ମୁଣ୍ଡ ବଡ଼, ଚଞ୍ଚୁ ବଙ୍କା, ପୁଚ୍ଛ ଦୀର୍ଘ, ନଖ ଛୋଟ ଏମାନେ ପଡ଼ିଆରେ ଥାଆନ୍ତି ଓ ସାପ ବେଙ୍ଗ ଧରି ଖାଆନ୍ତି]