ସାପଟାଇବା Sāpaṭāibā

  • ଦେ. କ୍ରି — ସାପ ପରି ଗୁଡ଼ାଇ ହୋଇ ଦୃଢ଼ ଭାବରେ ଧରିବା; ଜଡ଼ାଇ ଧରିବା — To entwine (like a snake)
  • ଦେ. କ୍ରି — ଜାବୁଡ଼ି କରି ଧରିବା — To hold firmly