ସାପତ୍ନ୍ୟ Sāpatnya
- ସଂ. ବି. (ପୁଂ) (ସପତ୍ନୀ+ଅପତ୍ୟାର୍ଥେ. ୟ) — ସପତ୍ନୀ— ପୁତ୍ର; ସଉତୁଣିଆ ପୁଅ — Step son
- ସଂ. ବି. (ପୁଂ) (ସପତ୍ନୀ+ଅପତ୍ୟାର୍ଥେ. ୟ) — (+ ଭାବ. ଯ) ସପତ୍ନୀ ଭାବ — The state of being a co-wife
- ସଂ. ବି. (ପୁଂ) (ସପତ୍ନୀ+ଅପତ୍ୟାର୍ଥେ. ୟ) — (+ସମାନାର୍ଥେ. ଯ) ଶତ୍ରୁ (ଅମର) — Enemy
- ସଂ. ବି. (ପୁଂ) (ସପତ୍ନୀ+ଅପତ୍ୟାର୍ଥେ. ୟ) — ପ୍ରତିଦ୍ୱନ୍ଦୀ — Rival
- ସଂ. ବି. (ପୁଂ) (ସପତ୍ନୀ+ଅପତ୍ୟାର୍ଥେ. ୟ) — ଶତ୍ରୁତା — Enmity