ସାପତ୍ନ Sāpatna

  • ସଂ. ବି. (ସପତ୍ନ=ଶତ୍ରୁ+ସ୍ୱାର୍ଥେ. ଅ; କିମ୍ବା ସପତ୍ନୀ+ ଅପତ୍ୟାର୍ଥେ. ଅ) — ଶତ୍ରୁ — 1. Enemy
  • ସଂ. ବି. (ସପତ୍ନ=ଶତ୍ରୁ+ସ୍ୱାର୍ଥେ. ଅ; କିମ୍ବା ସପତ୍ନୀ+ ଅପତ୍ୟାର୍ଥେ. ଅ) — ଶତ୍ରୁତା — Enmity