ସାପିଣ୍ଡ Sāpiṇḍa
- ସଂ. ବି. (ସପିଣ୍ଡ+ଭାବ. ଅ; ଯ) — ଜ୍ଞାତିତ୍ୱ; ସପିଣ୍ଡତା (ପୁରୁଷମାନଙ୍କ ମଧ୍ୟରେ 7 ପୁରୁଷ ପର୍ଯ୍ୟନ୍ତ ଗୋତ୍ର ସମ୍ବନ୍ଧ ଓ କନ୍ଯା ପକ୍ଷରେ 3 ପୁରୁଷ ପର୍ଯ୍ୟନ୍ତ ରକ୍ତ ସମ୍ବନ୍ଧ — ଜ୍ଞାତିତ୍ୱ; ସପିଣ୍ଡତା (ପୁରୁଷମାନଙ୍କ ମଧ୍ୟରେ7ପୁରୁଷ ପର୍ଯ୍ୟନ୍ତ ଗୋତ୍ର ସମ୍ବନ୍ଧ ଓ କନ୍ଯା ପକ୍ଷରେ3ପୁରୁଷ ପର୍ଯ୍ୟନ୍ତ ରକ୍ତ ସମ୍ବନ୍ଧ—Consanguinity; kinship (within 7 generations of agnates in the case of males and 3 in case of females)