ସାପୁଆ ନଈ Sāpuā naī

  • ଦେ. ବି — (ସାପ ପରି) ସରୁଆ ନଦୀ — A narrow river; rivulet
  • ଦେ. ବି — ଆଠଗଡ଼ର କ୍ଷୁଦ୍ର ନଦୀ — Name of a small river flowing in the Āṭhagāṟḍ̠a State
  • ଦେ. ବି — [ଦ୍ର—ଏ ନଦୀ ହିନ୍ଦୋଳରୁ ବାହାରି ଢେଙ୍କାନାଳ ଓ ଆଠଗଡ଼ ବାଟେ ବହି ମହାନଦୀରେ ପଡ଼ିଅଛି।]