ସାପୁଆ ଡଙ୍ଗା Sāpuā ḍaṅgā

  • ଦେ. ବି — ଗୋଟିଏ ଲମ୍ବ ଓ ମୋଟ କାଠଗଡ଼ ଖୋଳା ହୋଇ ତିଆରି ହୋଇଥିବା (ସାପ ପରି) ସରୁ ଓ ଲମ୍ବ ଡଙ୍ଗା — A slender and long boat (scooped out of one log of wood); a dug-out