ସାତ ପର Sāta para
- ଦେ. ବି — ସମ୍ପୂର୍ଣ୍ଣରୂପେ ନିଃସମ୍ପର୍କୀୟ ବ୍ଯକ୍ତି — An outsider who has no relationship with a person
- ଦେ. ବି — (ଉ—କୋଇଲି! ଘର ଧନ ନେଲେ ସାତ ପର, ଘୋଟିଗଲେ ଚଉପାଶେ କାଳ ଭୟଙ୍କର ଲୋ କୋଇଲି। ବାଳକୃଷ୍ଣ, ଅକାଳ କୋଇଲି।)
- ଦେ. ବି — ସମ୍ପୂର୍ଣ୍ଣ ରୂପେ ଅଜ୍ଞାତ ବ୍ଯକ୍ତି — A complete stranger