ସାତ ଦୀପ Sāta dīpa

  • ଦେ. ବି (ସଂ. ସପ୍ତ ଓ ଦୀପ) — ବର କନ୍ୟାଙ୍କୁ ବନ୍ଦାଇବା ପାଇଁ ବ୍ଯବହୃତ ସପ୍ତବର୍ତ୍ତ ଓ ସପ୍ତ ମୁଖଯୁକ୍ତ ପ୍ରଦୀପ — A lamp with seven wicks and seven mouths used in being waved before a newly married couple