ସାତ ପତୁରିଆ Sāta paturiā

  • ଦେ. ଅ (ସଂ. ସପ୍ତ ପତ୍ରିକା) — ସାତଟି ପତର ହେଲେ ଯେଉଁ (ଜହ୍ନି ବା ଭେଣ୍ଡି) ଗଛ ଫଳେ — The Luffa creeper and lady's finger plant which bears fruit when it has only seven leaves from the time of sprouting
  • ଦେ. ଅ (ସଂ. ସପ୍ତ ପତ୍ରିକା) — (ସଂ ସପ୍ତ ପତ୍ରିକା) ପେଣ୍ଡି ଜହ୍ନି; ଯେଉଁ ଜହ୍ନି ଏକତ୍ର ସାତଟି ଫଳ ଧରେ — A kind of Luffa plant bearing clusters of fruits