ସାତ ପୁଅ ମା Sāta pua mā
- ଦେ. ବି — ଗ୍ରାମ ଦେବତା ବିଶେଷ — Name of a village Deity
- ଦେ. ବି — ସପ୍ତ ପୁତ୍ରଙ୍କ ଜନନୀ — The mother of seven sons
- ଦେ. ବିଣ — ସପ୍ତ ପୁତ୍ରଙ୍କ ଜନନୀ ପରି ଗର୍ବୀ ଓ ଅସ୍ଫାଳନମୟ — Full of pride and bragging (like the mother of seven sons)
- ଦେ. ବିଣ — ଆଡ଼ମ୍ବରମୟ — Grand; accompanied with much ado
- ଦେ. ବିଣ — (ଯଥା—ଆଜି ପଶ୍ଚିମ ଆଡ଼ୁ ମେଘ ସାତ ପୁଅ ମା ହୋଇ ଆସୁଛି।)