ସାତ ପହଣ୍ଡି Sāta pahaṇmuṇḍāi

  • ଦେ. ବି — ଏକ ପ୍ରକାର ଶିଶୁ ଖେଳ — A kind of game of children
  • ଦେ. ବି — (ଉ— ଆବର କେହୁ ଖେଳଇ ପଶା ନ୍ଯାୟ— ବଳ, ଗହ୍ମା ସାତପହଣ୍ଡି ଫୋପଡ଼ା ଗୁଣ୍ଡିମାଳ। ପୀତାମ୍ବର, ନୃସିଂହ ପୁରାଣ)
  • ଦେ. ବି — [ଦ୍ର—ଏଥିରେ ପିଲାମାନେ ଏକ ସ୍ଥାନରେ ଗୁଡ଼ିଏ ବାଲି ଗଦା କରି ସେହି ବାଲିରେ ଗୁଡ଼ିଏ ବାଡ଼ି ପୋତନ୍ତି। ସେ ବାଡ଼ିଠାରୁ ସାତ ପାହୁଣ୍ଡ ଦୂରତ୍ୱ ଏକ ଦିଗରେ ମାପି ଚିହ୍ନଦେଇ ସେଠାରେ ଜଣେ ପିଲା ଠିଆ ହୁଏ, ବାଡ଼ିଠାରୁ ବିପରୀତ ଦିଗରେ 14 ପାହୁଣ୍ଡ ମାପି ଚିହ୍ନ ଦେଇ ସେଠାରେ ଆଉ ଜଣେ ପିଲା ଠିଆ ହୁଏ। ଅନ୍ଯ ପିଲାମାନେ ଏ ସୀମାର ବାହାରେ ଥାଇ ତିନି— ଥର ତାଳି ମାରନ୍ତି। ଇତି ମଧ୍ୟରେ ଯେଉଁ ପିଲାଟି ସାତ ପାହୁଣ୍ଡ ସୀମା ମଧ୍ୟରେ ଥାଏ ସେ ବାଲିଗଦା ନିକଟକୁ ଯାଇ ସେଠାରେ ପୋତା ଯାଇଥିବା ବାଡ଼ି ଖଣ୍ଡିକ ଧରି ଦଉଡ଼େ। 3 ଗୋଟି ତାଳି ମରା ହେବା ଶେଷ ସମୟକୁ ଯେବେ 14 ପାହୁଣ୍ଡରେ ଥିବା ପିଲାଟି ପ୍ରଥମ ପିଲାକୁ ଗୋଡ଼ାଇ କରି ଛୁଇଁବାକୁ ସମର୍ଥ ହୁଏ ତେବେ ବାଡ଼ି ଧରିଥିବା ପିଲାଟି ହାରିଯାଏ ଓ ତାହା ସ୍ଥାନ ଆଉ ଜଣେ ନୂଆ ପିଲା ଅଧିକାର କରେ।] — [ଦ୍ର—ଏଥିରେ ପିଲାମାନେ ଏକ ସ୍ଥାନରେ ଗୁଡ଼ିଏ ବାଲି ଗଦା କରି ସେହି ବାଲିରେ ଗୁଡ଼ିଏ ବାଡ଼ି ପୋତନ୍ତି ସେ ବାଡ଼ିଠାରୁ ସାତ ପାହୁଣ୍ଡ ଦୂରତ୍ୱ ଏକ ଦିଗରେ ମାପି ଚିହ୍ନଦେଇ ସେଠାରେ ଜଣେ ପିଲା ଠିଆ ହୁଏ, ବାଡ଼ିଠାରୁ ବିପରୀତ ଦିଗରେ14ପାହୁଣ୍ଡ ମାପି ଚିହ୍ନ ଦେଇ ସେଠାରେ ଆଉ ଜଣେ ପିଲା ଠିଆ ହୁଏ ଅନ୍ଯ ପିଲାମାନେ ଏ ସୀମାର ବାହାରେ ଥାଇ ତିନି— ଥର ତାଳି ମାରନ୍ତି ଇତି ମଧ୍ୟରେ ଯେଉଁ ପିଲାଟି ସାତ ପାହୁଣ୍ଡ ସୀମା ମଧ୍ୟରେ ଥାଏ ସେ ବାଲିଗଦା ନିକଟକୁ ଯାଇ ସେଠାରେ ପୋତା ଯାଇଥିବା ବାଡ଼ି ଖଣ୍ଡିକ ଧରି ଦଉଡ଼େ3ଗୋଟି ତାଳି ମରା ହେବା ଶେଷ ସମୟକୁ ଯେବେ14ପାହୁଣ୍ଡରେ ଥିବା ପିଲାଟି ପ୍ରଥମ ପିଲାକୁ ଗୋଡ଼ାଇ କରି ଛୁଇଁବାକୁ ସମର୍ଥ ହୁଏ ତେବେ ବାଡ଼ି ଧରିଥିବା ପିଲାଟି ହାରିଯାଏ ଓ ତାହା ସ୍ଥାନ ଆଉ ଜଣେ ନୂଆ ପିଲା ଅଧିକାର କରେ]
  • ଦେ. ବି — ସାତ ଘେରା 3 (ଦେଖ) — ସାତ ଘେରା3(ଦେଖ)—. Sātagherā 3. (See)