ସାତ ପାଞ୍ଚ କରିବା Sāta pāṇcha karibā

  • ଦେ. କ୍ରି — ଥରେ ସାତ, ଥରେ ପାଞ୍ଚ, ଏହିପରି ଭାବିବା; କିଛି ସ୍ଥିର କରି ନ ପାରିବା; ସନ୍ଦିହାନ ହେବା; କୌଣସି ମୀମାଂସାରେ ଉପସ୍ଥିତ ନ ହେବା — To hesitate; not to be able to decide a matter definitely