ସମୁନ୍ଦୀ Samundī

  • ଦେ. ବି. ପୁଂ (ସଂ. ସମ୍ବନ୍ଧୀ) — ସମୁଦୀ (ଦେଖ) — Samudī (See)
  • ଦେ. ବି. ପୁଂ (ସଂ. ସମ୍ବନ୍ଧୀ) — [ଉ—କନ୍ଯା ତାତକୁ ରତ୍ନ ଦେଇ। ସମୁନ୍ଧୀ ଚରଣେ ବିନୋୟୀ— ଭୂପତି, ପ୍ରେମପଞ୍ଚାମୃତ।]