ସମୁନ୍ନୟନ Samunnayana

  • ସଂ. ବି (ସମ+ଉନ୍ନୟନ) — କୌଣସି ବସ୍ତୁକୁ ଉଚ୍ଚ କରାଇବା — Act of elevating
  • ସଂ. ବି (ସମ+ଉନ୍ନୟନ) — ଉପରକୁ ଉଠାଇବା; ଉତ୍ତୋଳନ — Lifting or raising up
  • ସଂ. ବି (ସମ+ଉନ୍ନୟନ) — ଉଦ୍ଭାବନ — Invention
  • ସଂ. ବି (ସମ+ଉନ୍ନୟନ) — ଉତକ୍ଷେପଣ; ଉପରକୁ ଫୋପାଡ଼ିବା — Throwing up
  • ସଂ. ବି (ସମ+ଉନ୍ନୟନ) — ପ୍ରାପ୍ତି — Getting; obtaining (Apte)
  • ସଂ. ବି (ସମ+ଉନ୍ନୟନ) — ଘଟନା — Occurence; event (Apte)