ସମୁନ୍ନତ Samunnata

  • ସଂ. ବିଣ (ସମ୍+ଉନ୍ନତ) — ଅତ୍ୟନ୍ତ ଉଚ୍ଚ — Very high; lofty; elevated
  • ସଂ. ବିଣ (ସମ୍+ଉନ୍ନତ) — ଉଚ୍ଚପଦସ୍ଥ — Of high position exalted
  • ସଂ. ବିଣ (ସମ୍+ଉନ୍ନତ) — ମହତ୍ — Great; noble; sublime
  • ସଂ. ବିଣ (ସମ୍+ଉନ୍ନତ) — ଉନ୍ନତି ପ୍ରାପ୍ତ; ସମୃଦ୍ଧ — Prosperous; improved
  • ସଂ. ବିଣ (ସମ୍+ଉନ୍ନତ) — ଉପରକୁ ଟେକା ଯାଇ— ଥିବା; ଉତ୍ତୋଳିତ — Lifted up; upraised. (Apte)
  • ସଂ. ବିଣ (ସମ୍+ଉନ୍ନତ) — ଗର୍ବିତ — Proud (Apte)
  • ସଂ. ବିଣ (ସମ୍+ଉନ୍ନତ) — ନ୍ଯାୟପ୍ରିୟ — Upright; just (Apte)
  • ସଂ. ବିଣ (ସମ୍+ଉନ୍ନତ) — ପଦାକୁ ବାହାରିଥିବା — Projecting (Apte)