ସମୁନ୍ଦନ Samundana

  • ସଂ. ବି (ସମ୍+ଉନ୍ଦ୍ ଧାତୁ=ଓଦା କରିବା; ଓଦା ହେବା +ଭାବ. ଅନ) — ଓଦା କରିବା — Moistening (Apte)
  • ସଂ. ବି (ସମ୍+ଉନ୍ଦ୍ ଧାତୁ=ଓଦା କରିବା; ଓଦା ହେବା +ଭାବ. ଅନ) — ଆର୍ଦ୍ରତା — Wetness; moisture (Apte)