ସମୁଧି Samudhi

  • ଦେ. ବି. ପୁଂ (ସଂ. ସମ୍ବନ୍ଧୀ) — ବୈବାହିକ; ଆପଣାର ପୁତ୍ର ଯାହାଙ୍କ କନ୍ୟାକୁ କିମ୍ବା ଆପଣାର କନ୍ଯା ଯାହାଙ୍କ ପୁତ୍ରକୁ ବିବାହ କରିଥାଏ; ଆପଣାର ପୁଅର ବା ଝିଅର ଶଶୁର — A person whose son has married one's daughter and vice versa; the father-in-law of one's son or daughter
  • ଦେ. ବି. ପୁଂ (ସଂ. ସମ୍ବନ୍ଧୀ) — [ଉ—ସହୀ, ସମୁଦି, ଇଷ୍ଟ ମିତ, ସାହୀ ପଡ଼ିଶା ସ୍ନେହ ଚିତ୍ତ। ଭୂପତି, ପ୍ରେମପଞ୍ଚାମୃତ।]
  • ଦେ. ବି. ପୁଂ (ସଂ. ସମ୍ବନ୍ଧୀ) — [ଦ୍ର—ବଙ୍ଗଭାଷାରେ ସମ୍ବନ୍ଧୀର ଶବ୍ଦର ଅର୍ଥ ଶଳା, ହିନ୍ଦୀ ଭାଷାରେ ସମ୍ଦୀର ଅର୍ଥ ବୈବାହିକ ବା ଓଡ଼ିଆ ଭାଷାର ସମୁଦି। ବଙ୍ଗଳାରେ ପୁତ୍ରମାନଙ୍କ ଶ୍ୱଶୁରଙ୍କୁ ବେଆଇ ବା ବେହାଇ ଏବଂ ଶାଶୁଙ୍କୁ ବେଆଇନ୍ ବା ବେହାଇନ କହନ୍ତି।]