ସମୁଦ୍ରୀୟ Samudrīya

  • ସଂ. ବିଣ (ସମୁଦ୍ର+ଈୟ; ଇୟ) — ସାମୁଦ୍ରିକ; ସମୁଦ୍ର ସମ୍ବନ୍ଧୀୟ — Relating to the sea; maritime; marine oceanic
  • ସଂ. ବିଣ (ସମୁଦ୍ର+ଈୟ; ଇୟ) — ସମୁଦ୍ରଜାତ — Born of the sea