ସମୁଦ୍ରାନ୍ତା Samudrāntā
- ସଂ. ବି (ବୈଦ୍ଯକ) — ପିଡ଼ଙ୍ଗ ଶାଗ; ସ୍ପୃକା — A potherb; Trigonalla corniculata;
- ସଂ. ବି (ବୈଦ୍ଯକ) — କାର୍ପାସୀ; କପାଗଛ — Cotton plant; Gossypium Herbaceum
- ସଂ. ବି (ବୈଦ୍ଯକ) — ଦୂରା— ଲଭା — A thorny shrub; Alhagi Maurorum
- ସଂ. ବି (ବୈଦ୍ଯକ) — ପୃଥିବୀ — The earth