ସମୁଦ୍ରାରୁ Samudrāru

  • ସଂ. ବି (ସମୁଦ୍ର+ଆ+ଋ ଧାତୁ=ଗମନ କରିବା+ କର୍ତ୍ତୃ. ଉ) — କୁମ୍ଭୀର — Crocodile
  • ସଂ. ବି (ସମୁଦ୍ର+ଆ+ଋ ଧାତୁ=ଗମନ କରିବା+ କର୍ତ୍ତୃ. ଉ) — ତିମିଙ୍ଗିଳ ମତ୍ସ୍ୟ — A large fabulous animal; devourer of whales
  • ସଂ. ବି (ସମୁଦ୍ର+ଆ+ଋ ଧାତୁ=ଗମନ କରିବା+ କର୍ତ୍ତୃ. ଉ) — ସେତୁବନ୍ଧ; ରାମଙ୍କଦ୍ୱାରା ନିର୍ମିତ ସମୁଦ୍ର ସେତୁ — Adam's bridge constructed by Rāmachandra