ସମୁନ୍ନଦ୍ଧ Samunnaddha
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ଗର୍ବିତ — Bloated with pride; arrogant
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ପଣ୍ଡିତଂମନ୍ୟ — Thinking one's self as very learned; conceited
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ପ୍ରଧାନ; ଶ୍ରେଷ୍ଠ — Principal; supreme
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ଉଦ୍ବଦ୍ଧ — Bound down; hung up; suspended
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ବଦ୍ଧ — Bound
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ସମୁଚ୍ଚ; ସମୁନ୍ନତ — Elevated; exalted (Apte)
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ସ୍ଫୀତ — Swollen (Apte)
- ସଂ. ବିଣ (ସମ୍+ଉତ୍+ନହ୍ ଧାତୁ=ବାନ୍ଧିବା+କର୍ତ୍ତୃ. ତ) — ପୂର୍ଣ୍ଣ — Full (Apte)