ସମୁନ୍ନତି Samunnati
- ସଂ. ବି (ସମ୍+ଉନ୍ନତି) — ବିଶେଷ ଉନ୍ନତି; ସମୃଦ୍ଧି — Much improvement; prosperity
- ସଂ. ବି (ସମ୍+ଉନ୍ନତି) — ଉଚ୍ଚ ଅବସ୍ଥା ପ୍ରାପ୍ତି — Elevation; exaltation
- ସଂ. ବି (ସମ୍+ଉନ୍ନତି) — ଉଚ୍ଚତା — Height; loftiness
- ସଂ. ବି (ସମ୍+ଉନ୍ନତି) — ଉତ୍ତୋଳନ — Lifting; raising (Apte)
- ସଂ. ବି (ସମ୍+ଉନ୍ନତି) — ଉଚ୍ଚ ଅବସ୍ଥା — Eminence; high position (Apte)
- ସଂ. ବି (ସମ୍+ଉନ୍ନତି) — ସମ୍ମାନ; ମର୍ଯ୍ୟାଦା — Dignity (Apte)
- ସଂ. ବି (ସମ୍+ଉନ୍ନତି) — ବୃଦ୍ଧି — Increase (Apte)
- ସଂ. ବି (ସମ୍+ଉନ୍ନତି) — ସଫଳତା — Success (Apte)
- ସଂ. ବି (ସମ୍+ଉନ୍ନତି) — ଗର୍ବ — Pride; arrogance (Apte)