ସମାର୍ଥୀ Samārthī

  • ସଂ. ବିଣ. ପୁଂ (ସମ୍+ଅର୍ଥ ଧାତୁ+କର୍ତ୍ତୃ ଇନ୍; ସମାର୍ଥିନ୍; 1 ମା 1 ବ) — ଏକ ପ୍ରୟୋଜନ ବା ଉଦ୍ଦେଶ୍ୟ ବିଶିଷ୍ଟ — Having the same necessity or aim
  • ସଂ. ବିଣ. ପୁଂ (ସମ୍+ଅର୍ଥ ଧାତୁ+କର୍ତ୍ତୃ ଇନ୍; ସମାର୍ଥିନ୍; 1 ମା 1 ବ) — ଶାନ୍ତି ପାଇଁ ଇଚ୍ଛୁକ [ବିଶ୍ୱକୋଷ] — Desirous of peace
  • ସଂ. ବିଣ. ପୁଂ (ସମ୍+ଅର୍ଥ ଧାତୁ+କର୍ତ୍ତୃ ଇନ୍; ସମାର୍ଥିନ୍; 1 ମା 1 ବ) — ମନର ସମତା ସାଧନପ୍ରୟାସୀ [ବିଶ୍ୱକୋଷ] — Desirous of reconciliation or agreement