ସମାଲକ୍ଷ୍ୟ Samālakshya

  • ସଂ. ବିଣ. (ସମ୍+ଆ+ଲକ୍ଷ୍ ଧାତୁ+କର୍ମ. ଯ) — ଦର୍ଶନଯୋଗ୍ୟ (ସାହିତ୍ୟ ଦର୍ପଣ) — Fit to be seen
  • ସଂ. ବିଣ. (ସମ୍+ଆ+ଲକ୍ଷ୍ ଧାତୁ+କର୍ମ. ଯ) — ବିଶେଷରୂପେ ଚିହ୍ନିତ ରଖାଯିବାର ଯୋଗ୍ୟ — Deserving to be marked or noted; notable
  • ସଂ. ବିଣ. (ସମ୍+ଆ+ଲକ୍ଷ୍ ଧାତୁ+କର୍ମ. ଯ) — ଅଭିନିବେଶ— ସହକାରେ ଦର୍ଶନଯୋଗ୍ୟ — Observable
  • ସଂ. ବିଣ. (ସମ୍+ଆ+ଲକ୍ଷ୍ ଧାତୁ+କର୍ମ. ଯ) — ପ୍ରଣିଧାନ ଯୋଗ୍ୟ — Fit to be attended to