ସମାର୍ଜିବା Samarjibā

  • ଦେ. କ୍ରି (ପଦ୍ଯ) — ଧୋଇବା — To wash
  • ଦେ. କ୍ରି (ପଦ୍ଯ) — [ଉ—ତାହାଙ୍କ ଚରଣ ସଲିଳେ, ଅଳକବନ୍ଧ ସମାର୍ଜିଲେ—ଜଗନ୍ନାଥ, ଭାଗବତ।]