ସମାର୍ଜନା Samārjanā

  • ଗ୍ରା. ବି — (ସଂ. ସମାଧାନ)—ସମାଧାନ; ଆଶ୍ୱାସନା — Conciliating; consoling
  • ଗ୍ରା. ବି — (ସଂ. ସମ୍ମାର୍ଜନ)—ସମ୍ମାର୍ଜନ (ଦେଖ) — Sammārjana (See)