ସମାଲମ୍ଭନ Samālambhana
- ସଂ. ବି (ସମ୍+ଆ+ଲମ୍ବ ଧାତୁ ବା ଲଭ. ଧାତୁ+ ଭାବ. ଅନ) — ରଞ୍ଜନ; ରଙ୍ଗାଇବା — Dyeing; painting
- ସଂ. ବି (ସମ୍+ଆ+ଲମ୍ବ ଧାତୁ ବା ଲଭ. ଧାତୁ+ ଭାବ. ଅନ) — ବୋଳିବା; ବିଲେପନ — Anointing; besmearing
- ସଂ. ବି (ସମ୍+ଆ+ଲମ୍ବ ଧାତୁ ବା ଲଭ. ଧାତୁ+ ଭାବ. ଅନ) — ମାରଣ; ହନନ; ବଧ — Killing; slaughtering
- ସଂ. ବି (ସମ୍+ଆ+ଲମ୍ବ ଧାତୁ ବା ଲଭ. ଧାତୁ+ ଭାବ. ଅନ) — ଦେହରେ ଚନ୍ଦନାଦି ବୋଳିବା — Besmearing the body with sandal paste etc