ସମାଲମ୍ବ Samālamba
- ସଂ. ବି (ସମ୍+ଆ+ଲମ୍ବ. ଧାତୁ+ଭାବ. ଅ) — ରଜ୍ଜୁ ଓ ମାଳାଦି ଲମ୍ବାଇବା — Suspending; hanging
- ସଂ. ବି (ସମ୍+ଆ+ଲମ୍ବ. ଧାତୁ+ଭାବ. ଅ) — ସମ୍ୟକ୍ ଆଶ୍ରୟ — Special support
- ସଂ. ବି (ସମ୍+ଆ+ଲମ୍ବ. ଧାତୁ+ଭାବ. ଅ) — ଭସ୍ତୃଣ; ସୁଗନ୍ଧ ତୃଣ ବିଶେଷ (ରାଜ ନିର୍ଘଣ୍ଟ) — A kind of scented grass