ସମାର୍ଥ Samartha
- ସଂ. ବି (କର୍ମଧା) — ସମାନ ଅର୍ଥ — The same meaning
- ସଂ. ବି (କର୍ମଧା) — ଏକ ପ୍ରୟୋଜନ — One or the same necessity
- ସଂ. ବି (କର୍ମଧା) — ଏକ ଉଦ୍ଦେଶ୍ୟ — The same aim
- ସଂ. ବି (କର୍ମଧା) — (ବହୁବ୍ରୀହି) ଏକାର୍ଥବିଶିଷ୍ଟ ଶବ୍ଦ — Synonym
- ସଂ. ବିଣ (ବହୁବ୍ରୀହି) — ସମାର୍ଥକ (ଦେଖ) — Samarthaka (See)