ସମର ଶୀଳ Samara ṡīḻa

  • ସଂ. ବିଣ.ପୁଂ (ବହୁବ୍ରୀହି) — ରଣକୁଶଳ; ଯୁଦ୍ଧପଟୁ — Skilful in warfare
  • ସଂ. ବିଣ.ପୁଂ (ବହୁବ୍ରୀହି) — ଯୁଦ୍ଧରେ ନିଯୁକ୍ତ — Engaged in fight
  • ସଂ. ବିଣ.ପୁଂ (ବହୁବ୍ରୀହି) — [ଉ—ବୃକ୍ଷସାର ଅଚଳଋଷଭ ମହାବଳ ଘେନି ହେଲା ସମରଶୀଳ ସେ— ଭଞ୍ଜ, ବୈଦେହୀଶବିଳାସ।]