ସମର ମୁହାଁ Samara muhāñ

  • ଦେ. ବିଣ — ଯୁଦ୍ଧ ପାଇଁ ସଜ୍ଜିତ; ଯୁଦ୍ଧ ପାଇଁ ଅଗ୍ରସର — Ready for battle
  • ଦେ. ବିଣ — [ଉ—ଛାଡ଼ି ପ୍ରାଣ ମାୟା ଉଲ୍ଲସାଇ ହିଆ ଯୁଝିବାକୁ ହେଲେ ସମର ମୁହାଁ—ବଳଭଦ୍ର ଦେବ, ବାଲ୍ୟସ୍ମୃତି।]