ସମରତ Samarata

  • ସଂ. ବି — ରତିବନ୍ଧବିଶେଷ — A particular pose in copulation
  • ସଂ. ବି — [ଦ୍ର—ନାରୀର ପଦଦ୍ୱୟକୁ ଜଙ୍ଘାଦ୍ୱୟ ସଙ୍ଗେ ସଂଯୁକ୍ତ କରି ସ୍ତନ ଧାରଣ ପୂର୍ବକ ରମଣକୁ ସମରତ ବୋଲାଯାଏ—ରତିମଞ୍ଜରୀ।]