ସମରଥା Samarathā
- ଗ୍ରା. ବିଣ (ସଂ. ସମର୍ଥ୍ୟ) — ସାମର୍ଥ୍ୟଯୁକ୍ତ; ସମର୍ଥ — Strong; able
- ଗ୍ରା. ବିଣ (ସଂ. ସମର୍ଥ୍ୟ) — ପରାକ୍ରମଶାଳୀ — Powerful
- ଦେ. ବି — ଶୂଦ୍ରମାନଙ୍କର ବଂଶୋପାଧି ବିଶେଷ — A family title of Sūdras
- ଦେ. ବି — ଦେବସେବକ ବିଶେଷ; ଭୁବନେଶ୍ୱର ଓ ପୁରୀ ମନ୍ଦିରରେ ଯେଉଁମାନେ ଠାକୁରଙ୍କ ରୋଷେଇ ପାଇଁ ପରିବା କାଟନ୍ତି, ଚାଉଳ ଧୁଅନ୍ତି, ଚୂନା କୁଟନ୍ତି ଓ ବିରି ବାଟନ୍ତି — A class of servants in Purī and Bhubaneṡwara temples who prepare and cleanse rice and kitchen-vegetables etc for the kitchen
- ଦେ. ବି — [ଦ୍ର—ସମରଥା ବା ସମର୍ଥା ଦୁଇ ଶ୍ରେଣୀର—ବ୍ରାହ୍ମଣ ସମର୍ଥା ଓ ଶୂଦ୍ର ସମର୍ଥା। ମହାପ୍ରଭୃଙ୍କ ଭୋଗ ପାଇଁ ବଟା ଘଷା ଆଦି କରିବା ସେବକ ବ୍ରାହ୍ମଣ— ସମରଥା ଓ ଚୂନା କୁଟା, ବିରି ମୁଗ ରଗଡ଼ା ଆଦି କରିବା ସେବକ ଶୂଦ୍ର ସମରଥା ଅଟନ୍ତି।]