ସମର ସିଂହ Samara siṁha
- ଦେ. ବି (ନାମ) — ମିବାର ବା ଚିତୋତ୍ତର ଜନୈକ ରାଣୀ — Name of an ancient king of Mewar in North India
- ଦେ. ବି (ନାମ) — [ଦ୍ର—ଏ ଦିଲ୍ଲୀର ଶେଷ ରାଜା ପୃଥ୍ୱୀରାଜଙ୍କ ଭଗିନୀ— ପତି ଥିଲେ। କାନ୍ଯକୁବ୍ଜର ରାଜା ଜୟଚନ୍ଦ୍ରଙ୍କ ଆହ୍ୱାନ କ୍ରମେ ଆଫଗାନୀସ୍ଥାନର ରାଜା ମହମ୍ମଦ ଘୋରୀ ଦିଲ୍ଲୀକୁ ଆକ୍ରମଣ କରିବାରୁ ଏ ପୃଥ୍ୱୀରାଜଙ୍କ ସଙ୍ଗେ ଯୋଗ ଦେଇ ପ୍ରଥମବାର ମହମ୍ମଦ ଘୋରୀଙ୍କ ଆକ୍ରମଣକୁ ପ୍ରତିରୋଧ କରି ନାରାୟଣ ନାମକ ସ୍ଥାନରେ ତାଙ୍କୁ ପରାଜିତ କଲେ। କିନ୍ତୁ ଦ୍ୱିତୀୟଥର ଯୁଦ୍ଧରେ ପୃଥ୍ୱୀରାଜ ବନ୍ଦୀ ହେଲେ ଓ ସମର ସିଂହ ସ୍ୱୀୟ ପୁତ୍ର କଲ୍ୟାଣ ସିଂହଙ୍କ ସଙ୍ଗେ ସମରଶାୟୀ ହେଲେ— 1139 ଖ୍ରୀ.।] — [ଦ୍ର—ଏ ଦିଲ୍ଲୀର ଶେଷ ରାଜା ପୃଥ୍ୱୀରାଜଙ୍କ ଭଗିନୀ— ପତି ଥିଲେ କାନ୍ଯକୁବ୍ଜର ରାଜା ଜୟଚନ୍ଦ୍ରଙ୍କ ଆହ୍ୱାନ କ୍ରମେ ଆଫଗାନୀସ୍ଥାନର ରାଜା ମହମ୍ମଦ ଘୋରୀ ଦିଲ୍ଲୀକୁ ଆକ୍ରମଣ କରିବାରୁ ଏ ପୃଥ୍ୱୀରାଜଙ୍କ ସଙ୍ଗେ ଯୋଗ ଦେଇ ପ୍ରଥମବାର ମହମ୍ମଦ ଘୋରୀଙ୍କ ଆକ୍ରମଣକୁ ପ୍ରତିରୋଧ କରି ନାରାୟଣ ନାମକ ସ୍ଥାନରେ ତାଙ୍କୁ ପରାଜିତ କଲେ କିନ୍ତୁ ଦ୍ୱିତୀୟଥର ଯୁଦ୍ଧରେ ପୃଥ୍ୱୀରାଜ ବନ୍ଦୀ ହେଲେ ଓ ସମର ସିଂହ ସ୍ୱୀୟ ପୁତ୍ର କଲ୍ୟାଣ ସିଂହଙ୍କ ସଙ୍ଗେ ସମରଶାୟୀ ହେଲେ—1139ଖ୍ରୀ.]
- ଦେ. ବି (ନାମ) — ଗୁଜୁରାଟର ଜଣେ ବିଖ୍ୟାତ ପ୍ରାଚୀନ ଜ୍ୟୋତିର୍ବିଦ — Name of a famous ancient astronomer of gujerat
- ଦେ. ବି (ନାମ) — [ଦ୍ର—ଜଗଦ୍ଭୂଷଣ କୋଷ୍ଠକ, ତାଜିକ ସିଦ୍ଧାନ୍ତ, ମନୁଷ୍ୟ ଜାତକ, ତାଜିକ ତନ୍ତ୍ର, ବର୍ଷଚର୍ଯ୍ୟା ବର୍ଣ୍ଣନ, ତାଜିକତନ୍ତ୍ରସାର ପ୍ରଭୃତି ଗ୍ରନ୍ଥ ଏହାଙ୍କ ରଚିତ —ବିଶ୍ୱକୋଷ।]