ସମର ଶାୟିତ Samara ṡāyita

  • ସଂ. ବିଣ. ପୁଂ ( 3 ୟା ତତ୍) — ଯୁଦ୍ଧରେ ପତିତ; ଯେ ଯୁଦ୍ଧ କରୁ କରୁ ହତ ହୋଇ ସମର ଭୂମିରେ ଚିରନିଦ୍ରା ଭଜେ — Fallen in battle