ସମର ମୂର୍ଦ୍ଧା Samara mūrddhā

  • ସଂ. ବି ( 6 ଷ୍ଠୀ ତତ୍; ସମରର ମୂର୍ଦ୍ଧନ୍=ଅଗ୍ରଭାଗ, 1 ମା 1 ବ) — ଯୁଦ୍ଧର ସମ୍ମୁଖଭାଗ; ଯେଉଁ— ଠାରେ ଯୁଦ୍ଧ ପ୍ରଥମେ ଆରବ୍ଧ ହୁଏ — The front of battle