ସମର ଶଯ୍ୟା Samara ṡaj̄yā

  • ସଂ. ବି (ରୂପକ କର୍ମଧା) — ଯୁଦ୍ଧସ୍ଥଳରୂପ ଶଯ୍ୟା (ଅର୍ଥାତ୍ ଯେଉଁ ଶଯ୍ଯାରେ ଯୋଦ୍ଧାମାନେ ଶୋଇଲା ପରି ମହାନିଦ୍ରାଭୂତ ହୁଅନ୍ତି) — Field of battle compared to a bed for the fallen warriors