ସନ୍ଧେୟ Sandheya
- ସଂ. ବିଣ (ସମ୍+ଧା ଧାତୁ+କର୍ମ. ୟ) — ସନ୍ଧି କରିବାର ଯୋଗ୍ୟ — Fit to be allied with
- ସଂ. ବିଣ (ସମ୍+ଧା ଧାତୁ+କର୍ମ. ୟ) — ଯାହା ଅନୁସନ୍ଧାନ କରିବାର ଯୋଗ୍ୟ — Fit to be enquired into
- ସଂ. ବିଣ (ସମ୍+ଧା ଧାତୁ+କର୍ମ. ୟ) — ଲକ୍ଷ କରି— ବାର ଉପଯୁକ୍ତ — Fit to be aimed at (a target)