ସନ୍ଧୁକ୍ଷଣ Sandhukshāṇa

  • ସଂ. ବି (ସମ୍+ଧୁକ୍ଷ୍ ଧାତୁ=ଦୀପ୍ତ କରିବା+ଭାବ. ଅନ) — ଅଗ୍ନି ପ୍ରଜ୍ୱାଳନ; ନିଆଁକୁ ଜଳାଇବା — Kindling of a fire
  • ସଂ. ବି (ସମ୍+ଧୁକ୍ଷ୍ ଧାତୁ=ଦୀପ୍ତ କରିବା+ଭାବ. ଅନ) — ନିଆଁକୁ ତେଜିବା; ଉଦ୍ଦୀପନ; ଅଗ୍ନି ଉତ୍ତେଜନ — Trimming of a fire