ସନ୍ଧେଇବା Sandheibā
- ଦେ. କ୍ରି. — ସାନ୍ଧିବା କ୍ରିୟାର ଣିଜନ୍ତ ରୂପ; ଅନ୍ଯ ବ୍ଯକ୍ତିଦ୍ୱାରା ସାନ୍ଧିବା କ୍ରିୟା କରାଇବା — Causative form of 'Sāndhibā'
- ଦେ. କ୍ରି. — ସାରୁର ମଞ୍ଜିରୁ ବା ବିହନରୁ ଗଜା ବାହାରିବା ପାଇଁ ତାକୁ ଗୋଟିଏ ଗାତରେ ଏକାଠେଇଁ ପୋତିଦେବା — To put the arum seeds in a hole under the ground for sometime for causing them to sprout
- ଦେ. କ୍ରି. — [ଦ୍ର—ସାରୁ ମଞ୍ଜିରୁ ଗଜା ବାହାରିବା ପରେ ତାହା କିଆରିରେ ପୋତାଯାଏ।]